• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

ସେନା ମଙ୍ଗ ଧରିଲେ ଜେନେରାଲ୍ ଧୀରଜ ସେଠ୍, ଜାଣନ୍ତୁ କିଏ ଏହି ଦକ୍ଷ ସାମରିକ ଅଫିସର

FNN WEB by FNN WEB
June 30, 2026
in ଜାତୀୟ, ମୁଖ୍ୟ ଖବର
0
ସେନା ମଙ୍ଗ ଧରିଲେ ଜେନେରାଲ୍ ଧୀରଜ ସେଠ୍, ଜାଣନ୍ତୁ କିଏ ଏହି ଦକ୍ଷ ସାମରିକ ଅଫିସର
0
SHARES
0
VIEWS

ନୂଆଦିଲ୍ଲୀ: ଭାରତୀୟ ସେନାରେ ଆଜିଠୁ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ। ଭାରତୀୟ ସେନାର ନୂଆ ମୁଖ୍ୟ (Chief of Army Staff) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ୍ ଧୀରଜ ସେଠ୍। ଏହା ପୂର୍ବରୁ ସେ ସେନାର ଉପ-ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଆଜି ଅର୍ଥାତ୍ ଜୁନ୍ ୩୦ରେ ସେ ଏହି ସର୍ବୋଚ୍ଚ ସାମରିକ ପଦବୀର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଅନ୍ୟପଟେ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ସେବାରୁ ଅବସର ନେଇଛନ୍ତି। ଅବସର ଅବସରରେ ନୂଆଦିଲ୍ଲୀସ୍ଥିତ ସାଉଥ୍ ବ୍ଲକ୍ ଲନ୍ରେ ତାଙ୍କୁ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।

ଜେନେରାଲ୍ ଧୀରଜ ସେଠ୍ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ (NDA) ଖଡ଼ଗୱାସଲାର ଜଣେ ପୂର୍ବତନ ଛାତ୍ର। ସେ ଡିସେମ୍ବର ୧୯୮୬ରେ ଭାରତୀୟ ସେନାର ଆର୍ମଡ୍ କୋରରେ କମିଶନ ପାଇଥିଲେ। ପ୍ରାୟ ଚାରି ଦଶନ୍ଧିର ଏହି ଗୌରବମୟ ସାମରିକ କ୍ୟାରିୟର ମଧ୍ୟରେ ସେ ଅପରେସନାଲ, ରଣନୀତିକ, ସାମର୍ଥ୍ୟ ବିକାଶ ଏବଂ ସାଂସ୍ଥାନିକ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ଭାରତୀୟ ସେନାର ଯୁଦ୍ଧ କ୍ଷମତା ଏବଂ ଦୀର୍ଘକାଳୀନ ପରିବର୍ତ୍ତନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।

ରଣନୀତି ପ୍ରସ୍ତୁତ କରିବାରେ ମାହିର ଜେନେରାଲ ସେଠ୍ ଅନେକ ଗୁରୁତ୍ୱପୂର୍ଣ୍ଣ ସାମରିକ ଅଭିଯାନର ନେତୃତ୍ୱ ନେଇଛନ୍ତି। ସେ ମରୁଭୂମି ଅଞ୍ଚଳରେ ଏକ ଆର୍ମଡ୍ ରେଜିମେଣ୍ଟ, ପଶ୍ଚିମ ସୀମାନ୍ତରେ ଏକ ଆର୍ମଡ୍ ବ୍ରିଗେଡ୍ ଏବଂ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନିରୋଧୀ ବଳର କମାଣ୍ଡ ସମ୍ଭାଳିଛନ୍ତି। ଏହା ବ୍ୟତୀତ ସେ ଭାରତୀୟ ସେନାର ପ୍ରମୁଖ ଷ୍ଟ୍ରାଇକ୍ ଫର୍ମେସନ ‘ସୁଦର୍ଶନ ଚକ୍ର କୋର୍’ର କମାଣ୍ଡ ମଧ୍ୟ ସମ୍ଭାଳି ସାରିଛନ୍ତି। ଦିଲ୍ଲୀ ଅଞ୍ଚଳର ଜେନେରାଲ ଅଫିସର କମାଣ୍ଡିଂ (GoC) ଭାବେ ସେ କାର୍ଯ୍ୟ କରିବା ସହ ସେନାର ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କମାଣ୍ଡର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

ଯୁଦ୍ଧକ୍ଷେତ୍ରରେ ନୂଆ ଟେକ୍ନୋଲୋଜି ଓ ଭବିଷ୍ୟତର ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ସେନାର ଆବଶ୍ୟକତାକୁ ସୁସଂହତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି।

Previous Post

‘ତାଙ୍କୁ ମୋ ପାଖକୁ ଆଣ’… ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଗଲେ ଆଦିତ୍ୟ ଠାକରେଙ୍କ ‘ରାଇଟ୍‌ ହ୍ୟାଣ୍ଡ’

Next Post

ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

June 30, 2026
ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

June 30, 2026
ସେନା ମଙ୍ଗ ଧରିଲେ ଜେନେରାଲ୍ ଧୀରଜ ସେଠ୍, ଜାଣନ୍ତୁ କିଏ ଏହି ଦକ୍ଷ ସାମରିକ ଅଫିସର

ସେନା ମଙ୍ଗ ଧରିଲେ ଜେନେରାଲ୍ ଧୀରଜ ସେଠ୍, ଜାଣନ୍ତୁ କିଏ ଏହି ଦକ୍ଷ ସାମରିକ ଅଫିସର

June 30, 2026
‘ତାଙ୍କୁ ମୋ ପାଖକୁ ଆଣ’… ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଗଲେ ଆଦିତ୍ୟ ଠାକରେଙ୍କ ‘ରାଇଟ୍‌ ହ୍ୟାଣ୍ଡ’

‘ତାଙ୍କୁ ମୋ ପାଖକୁ ଆଣ’… ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଗଲେ ଆଦିତ୍ୟ ଠାକରେଙ୍କ ‘ରାଇଟ୍‌ ହ୍ୟାଣ୍ଡ’

June 30, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

ରିଫାଇନେରିରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ଶ୍ରମିକ ଆହତ

June 30, 2026
ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

ରାମ ମନ୍ଦିର ଦାନ ଅର୍ଥ ବିବାଦ ତାତି , ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ଏସଆଇଟିର ଜେରା

June 30, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.