ମୁଖ୍ୟ ଖବର

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଏଥିରେ ଉଭୟ...

Read moreDetails

ଅପରେସନ୍ ସିନ୍ଦୂର ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା: ପ୍ରଧାନମନ୍ତ୍ରୀ

ଅପରେସନ ସିନ୍ଦୂର ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନଆମର ସଶସ୍ତ୍ର ବଳ, ଆମ ବୈଜ୍ଞାନିକଙ୍କୁ ଅଭିନନ୍ଦନଆମ ସେନା ଅସୀମ ବୀରତ୍ବର ପରିଚୟ ଦେଲେଏହା ଦେଶର ସବୁ ମାଆ...

Read moreDetails

ପଣ୍ଡିତ ମୂର୍ମୁ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ଜନ୍ମବାର୍ଷିକୀ ଉତ୍ସବ ପାଳିତଭୁବନେଶ୍ୱର/ରାଇରଙ୍ଗପୁର : ସାନ୍ତାଳୀ ଭାଷାର ଅଲଚିକି...

Read moreDetails

ଭାରତର ଲଢେଇ କେବଳ ଆତଙ୍କବାଦୀଙ୍କ ବିରୋଧରେ

ଫେଲ୍ ମାରିଲା ପାକିସ୍ତାନର ସବୁ ଅସ୍ତ୍ରପାଉଁଶ ହୋଇଗଲା ଚାଇନା ମିସାଇଲ୍ ଓ ତୁର୍କୀ ଡ୍ରୋନ୍ ନୂଆଦିଲ୍ଲୀ: ଆମର ଟାର୍ଗେଟ୍ ଆତଙ୍କବାଦ ଏବଂ ଆତଙ୍କବାଦୀ… ଆମର ଟାର୍ଗେଟ୍ ନା...

Read moreDetails

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

ପାକିସ୍ତାନର ୮ସାମରିକ ଘାଟି ଉଡ଼ାଇଲା ଭାରତନୂଆଦିଲ୍ଲୀ : ପାକିସ୍ତାନର ୮ଟି ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି ଓ ପ୍ରତିଷ୍ଠାନକୁ ଉଡ଼ାଇ ଦେଇଛି ଭାରତ। ଡ୍ରୋନ୍ ଓ ମିଜାଇଲ୍ ରୋକିବା...

Read moreDetails

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

ଭାରତ-ପାକିସ୍ତାନ ମଧ୍ୟରେ ୧୨ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ନୂଆଦିଲ୍ଲୀ: ଭାରତର ଭୟଙ୍କର ଆକ୍ରମଣ ଆଗରେ ଭୟଭୀତ ପାକିସ୍ତାନ । ଭାରତୀୟ ସେନାର ରୌଦ୍ରରୂପ ଦେଖି ଡରିଗଲା ପାକିସ୍ତାନ...

Read moreDetails

ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

ଭୁବନେଶ୍ୱର: ଆତଙ୍କବାଦ ର କୌଣସି ଧର୍ମ ନାହିଁ, ହିଂସା ର କୌଣସି ଶାସ୍ତ୍ର ନାହିଁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଚଳିତ ମଇ...

Read moreDetails

ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

ନୂଆଦିଲ୍ଲୀ: ଗତ ଦୁଇ ରାତିରେ ପାକିସ୍ତାନକୁ ପ୍ରବଳ ଝଟ୍‌କା ଲାଗିଛି। ୮-୯ ମଇ ରାତିରେ, ଏହା ଭାରତର ୩୬ଟି ସ୍ଥାନରେ ଅନୁପ୍ରବେଶ ଚେଷ୍ଟା କରିବା ପାଇଁ ପ୍ରାୟ...

Read moreDetails

ଓଡ଼ିଶାରେ ହାଇ ଆଲର୍ଟ: ବିଭିନ୍ନ ସ୍ଥାନରେ ସୁରକ୍ଷା କଡ଼ାକଡ଼ି

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ବୃଦ୍ଧି ପାଇବା ପରେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପାକିସ୍ତାନର...

Read moreDetails

ପାକିସ୍ତାନର ଟାର୍ଗେଟରେ ଧାର୍ମିକ ସ୍ଥଳ: ତୁର୍କୀର ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ

୪୦୦ ଡ୍ରୋନକୁ ସ୍ବାହା କରିଦେଲେ ଭାରତୀୟ ଯବାନବେସାମରିକ ଯାତ୍ରୀବାହୀ ବିମାନକୁ ଢାଲ ଭାବେ ବ୍ୟବହାର କରୁଛି ପାକିସ୍ତାନ ନୂଆଦିଲ୍ଲୀ: ଭାରତ ପକ୍ଷରୁ ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତି...

Read moreDetails
Page 143 of 292 1 142 143 144 292
  • Trending
  • Comments
  • Latest

Recent News