ମୁଖ୍ୟ ଖବର

କଟକ-ପାରାଦୀପ ରାସ୍ତାରେ ସଡ଼କ ଦୁର୍ଘଟଣା: ସମବେଦନା ଜଣାଇବା ସହ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ/ ଭୁବନେଶ୍ବର: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସଡ଼କ ଦୁର୍ଘଟଣାରେ କର୍ତ୍ତବ୍ୟରତ ୨ଜଣ ପୁଲିସ୍ କର୍ମଚାରୀ (ଜଣେ ଓଏପିଏଫ୍‌ କନ୍‌ଷ୍ଟେବଲ୍ଏବଂ ଜଣେ ହୋମ୍‌ ଗାର୍ଡ)ଙ୍କ ପ୍ରାଣହାନି ବିଷୟରେ ଜାଣି...

Read moreDetails

ପିସିଆରକୁ ଚାପିଦେଲା ଟ୍ରକ୍: ୨ ପୁଲିସ କର୍ମଚାରୀ ମୃତ

କଟକ: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିସିଆରଭ୍ୟାନକୁ ଟ୍ରକ୍ ଚାପିଦେବା ଫଳରେ ଅକାଳରେ ଚାଲିଯାଇଛି ୨ ପୁଲିସ କର୍ମଚାରୀଙ୍କ...

Read moreDetails

ଆତଙ୍କବାଦୀଙ୍କ ଗୁଳିରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ପତ୍ନୀ ଓ ପୁଅ ସହ ବୁଲିବାକୁ ଯାଇଥିଲେ ଜମ୍ମୁ କଶ୍ମୀରବାଲେଶ୍ବର: ଜମ୍ମୁ କଶ୍ମୀରର ପହଲଗାମରେ ଆଜି ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ଜଣେ ଓଡ଼ିଆ...

Read moreDetails

ପହଲଗାମ୍‌ରେ ବଡ଼ ଆତଙ୍କବାଦୀ ହମ୍‌ଲା: ୨୦ ମୃତ !

ଜମ୍ମୁ: ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ୨୦ରୁ ଅଧିକ ପର୍ଯ୍ୟଟକଙ୍କ...

Read moreDetails

କିଟ୍‍ ରେ ପଢ଼ୁଥିବା କିସ୍‍ର ୧ଶହ ଛାତ୍ରଛାତ୍ରୀ ପାଇଲେ କ୍ୟାମ୍ପସ ପ୍ଲେସମେଣ୍ଟ

ଭୁବନେଶ୍ୱର: କିଟ୍‍ ରେ ପଢ଼ୁଥିବା କିସ୍‍ର ୧ଶହ ଛାତ୍ରଛାତ୍ରୀ ଇତି ମଧ୍ୟରେ ବିଭିନ୍ନ କମ୍ପାନୀରେ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଛନ୍ତି। କିଟ୍‍ ରେ ଆଇଟିଆଇ, ପଲିଟେକ୍‍ନିକ୍‍, ବିଟେକ୍‍, ରୁରାଲ...

Read moreDetails

ସମ୍ବଲପୁରରେ ଜନଶୁଣାଣି ଶିବିର: ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ

ଦୂରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ ଗରିବ, ଅସହାୟ ଲୋକଙ୍କ ଦୁଃଖ ପ୍ରତି ଉଦାସୀନ ରହି ହେବ...

Read moreDetails

କୋରାପୁଟ ଆଣିଛି ଓଡ଼ିଶା ପାଇଁ ଗର୍ବ ଓ ଗୌରବ

ସାମଗ୍ରିକ ବିକାଶ ପାଇଁ କୋରାପୁଟକୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ଉତ୍କର୍ଷ ପୁରସ୍କାରକୋରାପୁଟ/ ଭୁବନେଶ୍ୱର : ଜନସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ ଜିଲ୍ଲା ପ୍ରଶାସନକୁ...

Read moreDetails

କବି ନିରାକାର ଦାସ ପାଇଲେ ବାଞ୍ଛାନିଧି ସତି ସମ୍ମାନ

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାବାଞ୍ଛାନିଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀଭଦ୍ରକ : ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜାତୀୟ କବି ବାଞ୍ଛାନିଧି ସତିି ପରିଷଦ, ଭଦ୍ରକଙ୍କ ସହଯୋଗରେ ଜିଲ୍ଲା...

Read moreDetails

ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-2025 ପାଳନ: ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଉଦ୍‍ଘାଟିତ

ଭୁବନେଶ୍ୱର : ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। ତେବେ ଏହାର...

Read moreDetails
Page 151 of 292 1 150 151 152 292
  • Trending
  • Comments
  • Latest

Recent News