ମୁଖ୍ୟ ଖବର

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସାଂସଦ କମିଟି ବୈଠକ

ରେଳ ଭିତ୍ତିଭୂମି ବିକାଶ, ଯାତ୍ରୀ ସେବା ଏବଂ ଚାଲୁଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷାଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧିନସ୍ଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପରିସୀମାରୁ ପ୍ରତିନିଧିତ୍ୱ କରୁଥିବା ମାନ୍ୟବର...

Read moreDetails

ନିଜ ବନ୍ଧୁକରୁ ଗୁଳି କରି ଯୁବକଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି : ଗୁମ୍ମା ବ୍ଲକ୍‌ ସେରଙ୍ଗ ଥାନା ଅନ୍ତର୍ଗତ ଶୀତ୍ରିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୁବନି ପଞ୍ଚାୟତର ଶୀତ୍ରିଗୁଡ଼ା ଗ୍ରାମରୁ କିଛି ଦୂରରେ...

Read moreDetails

ରାଜା ମୁକୁନ୍ଦଦେବ ଥିଲେ ଓଡ଼ିଶାର ସ୍ୱାଧୀନତା, ଅସ୍ମିତା, ସ୍ୱାଭିମାନ ଓ ସଂସ୍କୃତିର ପ୍ରତୀକ : ଧର୍ମେନ୍ଦ୍ର ପ୍ରଧାନ

ଧାମନଗରରେ ୧୦୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଶିଳନ୍ୟାସଭଦ୍ରକ: ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବ ହେଉଛନ୍ତି ସ୍ୱାଧୀନତା, ଅସ୍ମିତା, ଏକତା, ସ୍ୱାଭିମାନ ଓ ସଂସ୍କୃତିର ପ୍ରତୀକ...

Read moreDetails

କିମ୍‍ସ ଜାତୀୟ ସମ୍ମିଳନୀ ୨୦୨୫: ଡା ଶିବାନନ୍ଦ ମହାନ୍ତିଙ୍କୁ ପ୍ରଥମ ‘ହିରୋ’ ପୁରସ୍କାର

ଭୁବନେଶ୍ୱର : କିମ୍‍ସ ଜାତୀୟ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆଜି ଅନୁଷ୍ଠିତ ହୋଇଯାଇଛି । ଦିବସ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଚିକିତ୍ସା, ଜନସ୍ୱାସ୍ଥ୍ୟ, ଜୈବଚିକିତ୍ସା ନବସର୍ଜନା, ସ୍ୱାସ୍ଥ୍ୟସେବା...

Read moreDetails

ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ଜେପି ନଡ୍ଡାଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶନିବାର ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...

Read moreDetails

IITF ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ମଣ୍ଡପ ବୁଲିଲେ

ଭୁବନେଶ୍ୱର : ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାର ଅବସରରେ ଓଡ଼ିଶା ଦିବସରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମଣ୍ଡପ ପରିଦର୍ଶନ କରିବା...

Read moreDetails

ଗୁମ୍ମା ବ୍ଲକ ପରିସରରେ ବିନା ଅନୁମତିରେ ଚାଲିଛି ଗଛ କଟା

ପାରଳାଖେମୁଣ୍ଡି :ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ବିଭାଗର ବିନା ଅନୁମତିରେ ଅବାଧରେ ଏକ ବିରାଟକାୟ ଆମ୍ବ ଗଛ କଟା ଯାଇଛି। ଗତ ସେପ୍ଟେମ୍ବର ୧୭ ତାରିଖରେ...

Read moreDetails

ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମହନା ବ୍ଲକ ଅନ୍ତର୍ଗତ ଅଡବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ ତଦାରଖ କରିଛନ୍ତି। ଗତ...

Read moreDetails

ରାଜ୍ୟ କ୍ୟାବିନେଟ୍‌ରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର

ଛାତ୍ରବୃତ୍ତି ବୃଦ୍ଧି ସହ ନିଯୁକ୍ତି ପାଇଁ ନୂଆ ଆୟୋଗ ଗଠନକୁ ମଞ୍ଜୁରୀ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନଏସସିଏସଟି ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ବୃଦ୍ଧିଓଡ଼ିଶା ଗ୍ଲୋବାଲ...

Read moreDetails

ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଆଧୁନିକ ଓଡ଼ିଶାର ଗୌରବମୟ କୀର୍ତ୍ତିରେ ରହିଛି ମହତାବଙ୍କ ସ୍ପର୍ଶ ଭୁବନେଶ୍ୱର : ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ...

Read moreDetails
Page 71 of 292 1 70 71 72 292
  • Trending
  • Comments
  • Latest

Recent News