ଜାତୀୟ

ମୋଦି 3.0ର ୯ ସୂତ୍ରୀ ପ୍ରଥମ ବଜେଟ୍: ମଧ୍ୟବିତ୍ତ ଓ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ୱ

ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ପିଏମଙ୍କ ୨ ଲକ୍ଷ କୋଟିର ପ୍ୟାକେଜ୍ବିହାର-ଆନ୍ଧ୍ର ଉପରେ ଯୋଜନା ବର୍ଷାକୁ ନେଇ ତେଜିଲା ରାଜନୀତିସୀମା ଶୁଳ୍କ ହ୍ରାସ ପରେ ଶସ୍ତା...

Read moreDetails

ଶ୍ରୀଲଙ୍କା ପାଇଁ ଘୋଷଣା ହେଲା ଭାରତୀୟ ଟିମ, ରୋହିତ-କୋହଲି ସାମିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଶ୍ରୀଲଙ୍କା ଗସ୍ତ ପାଇଁ ବିସିସିଆଇ ଦଳ ଘୋଷଣା କରିଛି | ରୋହିତ ଶର୍ମା ଏବଂ ବିରାଟ କୋହଲି ଦିନିକିଆ ଦଳର ଅଂଶବିଶେଷ...

Read moreDetails

ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ: ୪ମୃତ, ୨୦ଆହତ

ନୂଆଦିଲ୍ଲୀ: ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସର ୧୦ଟି ବଗି। ଚାଲିଗଲା ୪ଜଣକ ଜୀବନ। ଗୁରୁବାର ଅପରାହ୍ନରେ ୟୁପିର ଗୋଣ୍ଡାଠାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏଠାରେ,...

Read moreDetails

ଏକ୍ସରେ ରେକର୍ଡ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ ମିଡ଼ିଆ ଏକ୍ସରେ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି | ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ...

Read moreDetails

ଜିମ୍ବାଓ୍ବେକୁ ୪୨ ରନରେ ହରାଇ ୪-୧ରେ ଟିମ ଇଣ୍ଡିଆର ସିରିଜ ବିଜୟ

ହାରାରେ : ଶୁବମନ ଗିଲଙ୍କ ନେତୃତ୍ୱରେ ପ୍ରଥମଥର ଟି-୨୦ ସିରିଜ୍‌ କବଜା କରିଛି ଭାରତୀୟ ଟିମ। ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜକୁ ଟିମ ଇଣ୍ଡିଆ ୪-୧ରେ ଜିତି...

Read moreDetails

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ ଟିମ

ମୁମ୍ବାଇ: ଭାରତ ଫେରିଲା ବିଶ୍ବବିଜୟୀ ଟିମ୍ ଇଣ୍ଡିଆ । ଟି-ଟ୍ବେଣ୍ଟି ବିଶ୍ବକପ ଜିତିବା ପରେ ଭାରତୀୟ ଖେଳାଳୀ ସ୍ବଦେଶ ଫେରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି...

Read moreDetails

ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ

ବିମାନ ବନ୍ଦର ଓ ହୋଟେଲରେ ଗ୍ରାଣ୍ଡ ୱେଲକମ୍ମୁମ୍ବାଇ: ବିମାନରୁ ବିମାନ ବନ୍ଦର, ହୋଟେଲରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ । ସବୁଠି ସେଲିବ୍ରେସନ୍। ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ କରାଯାଇଛି ଭବ୍ୟ...

Read moreDetails

୧୩୦ ଟପିଲା ସତ୍‌ସଙ୍ଗ ଦଳାଚକଟା ମୃତ୍ୟୁ ସଂଖ୍ୟା

ପ୍ରଧାନମନ୍ତ୍ରୀ-ଖଡ୍‌ଗେଙ୍କ ଶୋକ ପ୍ରକାଶମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପାମୂଳକ ସହାୟତା ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ...

Read moreDetails

ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା, ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା କରାଯାଇଛି। ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୯ ଜଣିଆ ହକି ଦଳ ଘୋଷଣା କରାଯାଇଛି। ଏକମାତ୍ର ଓଡ଼ିଆ...

Read moreDetails

ଦ୍ବିତୀୟ ଥର ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା

ନୂଆଦିଲ୍ଲୀ: ଲୋକସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଶାସକ ମେଣ୍ଟ ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି ଭାବେ...

Read moreDetails
Page 13 of 17 1 … 12 13 14 … 17
  • Trending
  • Comments
  • Latest

Recent News