ମୁଖ୍ୟ ଖବର

ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା : ଗିରଫ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ବର : ବାଲିଅନ୍ତାରେ ଜିଆରପି କନେଷ୍ଟବଲ ସୈାମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି। ପୂର୍ବରୁ ୫ ଜଣ ଗିରଫ ହୋଇଥିବା ବେଳେ...

Read moreDetails

ପଶ୍ଚିମବଙ୍ଗରେ ବିଜେପି ସରକାର, ଶୁଭେନ୍ଦୁ ଶାସନ ଆରମ୍ଭ

କୋଲକାତା: ଶୁଭେନ୍ଦୁ ଅଧିକାରୀ ଶନିବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଆର.ଏନ. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହା...

Read moreDetails

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ବିଜୟ

ଥଲାପତି'କୁ ୧୨୧ ବିଧାୟକଙ୍କ ସମର୍ଥନଚେନ୍ନାଇ: ତାମିଲନାଡୁରେ ନୂଆ ସରକାର ଗଠନକୁ ନେଇ ଲାଗିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶୁକ୍ରବାର (୮ ମଇ, ୨୦୨୬) ଟିଭିକେ ମୁଖ୍ୟ ବିଜୟ...

Read moreDetails

ଅଙ୍ଗନବାଡ଼ି କେନ୍ଦ୍ର ବିକାଶରେ ସହଯୋଗ ପାଇଁ ବିଧାୟକଙ୍କୁ ଚିଠି ଲେଖିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ସହଯୋଗ କରିବାକୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ...

Read moreDetails

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶରେ ପଶ୍ଚିମବଙ୍ଗରେ ସରକାର ‌ପରିଚାଳିତ ହେବ: ମୋହନ

କୋଲକାତା/ଭୁବନେଶ୍ବର: ଆଜିର ଦିନରେ ଯେଉଁ ସଫଳତା ମିଳିଛି ଏହା ହେଉଛି ସଂଘର୍ଷର ଫଳ। ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଢ଼ିବା ପାଇଁ ଦୀର୍ଘ ବର୍ଷ...

Read moreDetails

ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗକୁ ପ୍ରଥମ ବିଜେପି ସରକାର ମିଳିବ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ରାଜ୍ୟରେ ସରକାର ମୁଖ୍ୟ ହେବାରେ ‌ସେ ହେଉଛନ୍ତି...

Read moreDetails

ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତରେ ଅବସ୍ଥାପିତ ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତ ମାରିସା ଗେରାର୍ଡସଙ୍କୁ ଭେଟି ଉଭୟ ଦେଶ ମଧ୍ୟରେ ଉଚ୍ଚ ଶିକ୍ଷା ଏବଂ...

Read moreDetails

ଗୁଜୁରାଟରୁ ଆସିଲା ବଡ ପୁଞ୍ଜିନିବେଶ ପ୍ରସ୍ତାବ: ଓଡିଶାରେ ୪୮ ହଜାର କୋଟିର ନିବେଶ ପ୍ରତିଶ୍ରୁତି

ପ୍ରକଳ୍ପ ହେଲେ ସୃଷ୍ଟି ହେବ ପାୟ ୬୮ ହଜାର ନିଯୁକ୍ତିଗୁଜୁରାଟରେ ୩ ଦିନିଆ ରୋଡ ସୋ’ କଲେ ମୁଖ୍ୟମନ୍ତ୍ରୀଓଡିଶାରେ ନିବେଶ ନେଇ ଗୁଜୁରାଟ ଶିଳ୍ପପତିଙ୍କ ସହ ଆଲୋଚନା...

Read moreDetails

୧୦ ସଡକ ପ୍ରକଳ୍ପ ନିମନ୍ତେ ୭୬୯ କୋଟି ଟଙ୍କା ମଞ୍ଜୁର

ଓଡିଶାର ଭିତ୍ତିଭୂମି ସୁଦୃଢ଼ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ ଭୁବନେଶ୍ବର : ରାଜ୍ୟର ସାମଗ୍ରିକ ବିକାଶ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ...

Read moreDetails

କାନାଡା ହାଇକମିଶନର ଏବଂ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ସାକ୍ଷାତ

ଭୁବନେଶ୍ୱର: କାନାଡାର ହାଇକମିଶନର କ୍ରିଷ୍ଟୋଫର କୁଟର ନିଜ ପତ୍ନୀଙ୍କ ସହ ଗୁରୁବାର (୭ ମଇ) ଲୋକସେବା ଭବନଠାରେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ...

Read moreDetails
Page 13 of 289 1 12 13 14 289
  • Trending
  • Comments
  • Latest

Recent News