ଜାତୀୟ

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

ପାକିସ୍ତାନର ୮ସାମରିକ ଘାଟି ଉଡ଼ାଇଲା ଭାରତନୂଆଦିଲ୍ଲୀ : ପାକିସ୍ତାନର ୮ଟି ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି ଓ ପ୍ରତିଷ୍ଠାନକୁ ଉଡ଼ାଇ ଦେଇଛି ଭାରତ। ଡ୍ରୋନ୍ ଓ ମିଜାଇଲ୍ ରୋକିବା...

Read moreDetails

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

ଭାରତ-ପାକିସ୍ତାନ ମଧ୍ୟରେ ୧୨ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ନୂଆଦିଲ୍ଲୀ: ଭାରତର ଭୟଙ୍କର ଆକ୍ରମଣ ଆଗରେ ଭୟଭୀତ ପାକିସ୍ତାନ । ଭାରତୀୟ ସେନାର ରୌଦ୍ରରୂପ ଦେଖି ଡରିଗଲା ପାକିସ୍ତାନ...

Read moreDetails

ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

ନୂଆଦିଲ୍ଲୀ: ଗତ ଦୁଇ ରାତିରେ ପାକିସ୍ତାନକୁ ପ୍ରବଳ ଝଟ୍‌କା ଲାଗିଛି। ୮-୯ ମଇ ରାତିରେ, ଏହା ଭାରତର ୩୬ଟି ସ୍ଥାନରେ ଅନୁପ୍ରବେଶ ଚେଷ୍ଟା କରିବା ପାଇଁ ପ୍ରାୟ...

Read moreDetails

ପାକିସ୍ତାନର ଟାର୍ଗେଟରେ ଧାର୍ମିକ ସ୍ଥଳ: ତୁର୍କୀର ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ

୪୦୦ ଡ୍ରୋନକୁ ସ୍ବାହା କରିଦେଲେ ଭାରତୀୟ ଯବାନବେସାମରିକ ଯାତ୍ରୀବାହୀ ବିମାନକୁ ଢାଲ ଭାବେ ବ୍ୟବହାର କରୁଛି ପାକିସ୍ତାନ ନୂଆଦିଲ୍ଲୀ: ଭାରତ ପକ୍ଷରୁ ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତି...

Read moreDetails

ଛାନିଆ ପାକିସ୍ତାନ: ଭାରତର ଡ୍ରୋନ୍ ଆଟାକ୍

ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କଲା ଭାରତ ନୂଆଦିଲ୍ଲୀ: ଭାରତର ଆକ୍ରମଣରେ ଥରହର ହେଲାଣି ପାକିସ୍ତାନ। ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ମଧ୍ୟରାତ୍ରରେ...

Read moreDetails

ପାକିସ୍ତାନର ଆକ୍ରମଣ ଉଦ୍ୟମ ପଣ୍ଡ କଲା ଭାରତ

ନୂଆଦିଲ୍ଲୀ : ଭାରତର “ଅପରେସନ୍ ସିନ୍ଦୂର” ପରେ ଛାନିଆ ହୋଇ ବିଳିବିଳାଉଛି ପାକିସ୍ତାନ । ଗୋଟିଏ ପଟେ ପାକିସ୍ତାନରେ ଅନେକ ଗୁଡିଏ ଆତଙ୍କବାଦୀ ଶିବିର ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା...

Read moreDetails

ଶେଷ ହୋଇନି ‘ଅପରେସନ୍ ସିନ୍ଦୂର’

ନୂଆଦିଲ୍ଲୀ : ଏବେ ଏକଜୁଟ୍ ହେବାର ଆବଶ୍ୟକତା ରହିଛି। ପହଲଗାମ୍ ଆକ୍ରମଣର ପ୍ରତି‌ଶୋଧ ସ୍ବରୂପ ମଙ୍ଗଳବାର ମଧ୍ୟରାତ୍ରିରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିବା...

Read moreDetails

ଅପରେସନ ସିନ୍ଦୂରରେ ଜୈଶ ମୁଖିଆ ମସୁଦର ବଂଶ ନିପାତ!

ନୂଆଦିଲ୍ଲୀ: ୨୦୧୯ ପୁଲୱାମା ହମଲା ଓ ୨୦୦୧ ସଂସଦ ହମଲାର ମାଷ୍ଟର ମାଇଣ୍ଡ ତଥା ଜୈଶ-ଇ-ମହମ୍ମଦର ମୁଖିଆ ମହମ୍ମଦ ମସୁଦ ଆଝାରକୁ ଭାରତର ଅପରେସନ ସିନ୍ଦୂରରେ ବଡ଼...

Read moreDetails

ମାଟିରେ ମିଶିଲା ପାକିସ୍ତାନ ଓ ପିଓକେର ୯ ଆତଙ୍କୀ ଆଡ୍ଡା

ପହଲଗାମରେ ଆତଙ୍କୀ ପୋଛିଥିବା ପ୍ରତିଟି ସିନ୍ଦୂରର ବଦଲା ନେଲା ଭାରତ । ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡା ସ୍ବାହା । ସାରା...

Read moreDetails

ଦେଶବ୍ୟାପୀ ହେବ ମକ୍ ଡ୍ରିଲ୍: କ’ଣ କରିବେ ଓ କ’ଣ କରିବେନି

ଭୁବନେଶ୍ୱର: ମେ ୭ ତାରିଖରେ, ଭାରତ ୨୪୪ଟି ନିର୍ଦ୍ଦିଷ୍ଟ ଜିଲାରେ ଜାତୀୟ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରିବ। ଏହି ପଦକ୍ଷେପ ଏପ୍ରିଲ ୨୨ ପାହାଲଗାମ ଆତଙ୍କବାଦୀ...

Read moreDetails
Page 7 of 15 1 6 7 8 15
  • Trending
  • Comments
  • Latest

Recent News