ମୁଖ୍ୟ ଖବର

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ: ଶ୍ରୀକ୍ଷେତ୍ରରେ ହବିଷ୍ୟାଳି କାର୍ତ୍ତିକ ବ୍ରତ ୨୦୨୫ର କଲେ ଶୁଭାରମ୍ଭ

ପୁରୀ କେବଳ ଏକ ସ୍ଥାନ ନୁହେଁ, ଏହା ଏକ ଭାବନା: ମୁଖ୍ୟମନ୍ତ୍ରୀ ପୁରୀ : ହବିଷ୍ୟାଳୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ...

Read moreDetails

ରାଜଧାନୀରେ ଡବଲ୍‌ ମର୍ଡର

ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟାପଥରରେ ଛେଚି ଯୁବକଙ୍କୁ ହତ୍ୟାଭୁବନେଶ୍ବର: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ। ଦିନକରେ ଗଡ଼ିଲା ୨ ମୁଣ୍ଡ। ଖଣ୍ଡଗିରି ଥାନା ସରକନ୍ତରାରେ ଆଜି...

Read moreDetails

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି

 ଅକ୍ଟୋବର ୨୦ ସୁଦ୍ଧା ନାମାଙ୍କନ ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ ଭୁବନେଶ୍ବର: ଆଜିଠାରୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।...

Read moreDetails

ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’- ୨୦୨୫

“ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ଆମ ଗୌରବମୟ ଐତିହ୍ୟର ପ୍ରତୀକ: ମନ୍ତ୍ରୀ  ୧୩ ରୁ ୧୯ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ ଦିବା ୧୧ରୁ...

Read moreDetails

ଜଙ୍ଗଲ ଭୂମି ବିଭାଜନ ପ୍ରଗତିର ସମୀକ୍ଷା

ଭୁବନେଶ୍ୱର : ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ , ଭାରତୀୟ ରେଳବାଇ, ଓପିଟିସିଏଲ, ଜିଏସଆଇ ଓ ରିଲାୟନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ ର ମୁଖ୍ୟ ଅବସ୍ଥାପନା ପ୍ରକଳ୍ପଗୁଡ଼ିକ...

Read moreDetails

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଏଫ୍ସିଆଇ ଦ୍ୱାରା ବଳକା ଚାଉଳର ଉଠାଣ ଏବଂ ଯୋଗାଣ ଅବଧି ବୃଦ୍ଧି ସମ୍ପର୍କରେ ହସ୍ତକ୍ଷେପ ଲୋଡ଼ିଲେଭୁବନେଶ୍ୱର : ଓଡିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ...

Read moreDetails

ଦେଶବ୍ୟାପୀ ‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

'ବିକଶିତ ଭାରତ ବିଲ୍ଡାଥନ୍’ ନୂତନ ବିଶ୍ୱ ମଡେଲ୍ ତିଆରି କରିବ: ଧର୍ମେନ୍ଦ୍ର ପ୍ରଧାନ• ମଥୁରା ରୋଡ୍ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ...

Read moreDetails

ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ଅଧିକାରୀ ସଂଗଠନର ତ୍ରୟମାସିକ ବୈଠକ

ଭୁବନେଶ୍ବର: ଓଡିଶା ଫେଡରସନ ଅଫ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ପେନସନ ଓ ଅବସର ପ୍ରାପ୍ତ କର୍ମଚାରୀ ସଂଗଠନ ର (ଭାରତୀୟ ମଜଦୁର ସଂସ୍ଥା ସମର୍ଥିତ) ଆବାହକ ସୁକାନ୍ତ...

Read moreDetails

ବିଜେପିରେ ମିଶିଲେ ଜୟ ଢ଼ୋଲକିଆ

ବିଗତ ସରକାରରେ ମନ୍ତ୍ରୀମାନେ ନିଜକୁ ଅସହାୟ ମନେ କରୁଥିଲେ: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷ୍ଣତା ବୃଦ୍ଧି ପାଇଛି। ବିଜେଡିକୁ ଚକମା ଓ...

Read moreDetails

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଜଳେଶ୍ୱର: ପଶ୍ଚିମବଙ୍ଗରେ ଆରଜି କର୍ ମେଡିକାଲ୍ କଲେଜ ଘଟଣା ଘଟିବାର କିଛି ମାସ ନପୁରୁଣୁ ପୁଣି ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ...

Read moreDetails
Page 87 of 292 1 86 87 88 292
  • Trending
  • Comments
  • Latest

Recent News